ଏଥର ରକ୍ଷା ନାହିଁ… ହୁ ହୁ ହୋଇ ମାଡ଼ି ଆସିଲାଣି Covid-Virus ସଂକ୍ରମଣ, ଚିନ୍ତାରେ ଜନସାଧାରଣ, ଡାକ୍ତର
ୱାଶିଂଟନ: ଗତ କିଛି ବର୍ଷ ଧରି COVID-19 ମହାମାରୀ ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି। ଯଦିଓ ଟୀକା, ପ୍ରତିକାର ଏବଂ ଚିକିତ୍ସା ପରେ ସଂକ୍ରମଣ କମିଛି, କିନ୍ତୁ ଭାଇରସର ବିକଶିତ ପ୍ରକୃତି ଚିନ୍ତାର କାରଣ ରହିଛି। COVID-19…

