ଜାପାନର ବୈଜ୍ଞାନିକଙ୍କ ରିପୋର୍ଟକୁ ନେଇ ଚାରିଆଡ଼େ ଚର୍ଚ୍ଚା: କରୋନା ଭାଇରସ ପ୍ରଭାବରେ ବିଶ୍ୱରେ ‘ହାର୍ଟ ଫେଲ୍’ ମାମଲା ଦ୍ରୁତ ଭାବେ ବଢ଼ିପାରେ
ନୂଆଦିଲ୍ଲୀ: ଗତ ୨୦୨୦ ମସିହାରେ କରୋନାର ଆଗମନ ପରେ ସାରା ବିଶ୍ୱର ସ୍ଥିତି ବହୁ ମାତ୍ରାରେ ବଦଳି ଯାଇଛି । କ୍ରମାଗତ ଭାବେ କୋଭିଡ-୧୯ର ଗୋଟିଏ ପରେ ଗୋଟିଏ ଘାତକ ଭାରିଆଣ୍ଟ ସାମ୍ନାକୁ ଆସୁଛି । ଚଳିତ ମାସରେ ପୁଣି ଥରେ…