fbpx
Browsing Tag

COVID-19

ଓଡ଼ିଶା ପାଇଁ ସତର୍କ ଘଣ୍ଟି: ରାଜ୍ୟରୁ ପୁଣି ଚିହ୍ନଟ ହେଲେ ଦୁଇ ଜଣ କରୋନା ସଂକ୍ରମିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାରା ନୂଆ ସବ୍-ଭାରିଆଣ୍ଟ ଜେଏନ.୧କୁ ନେଇ ଦେଶରେ ଆଶଙ୍କା ବଢ଼ିବାରେ ଲାଗିଥିବା ବେଳେ ଏହା ମଧ୍ୟରେ ଭାଇରସ ଓଡ଼ିଶା ପାଇଁ ସତର୍କ ଘଣ୍ଟି ସଦୃଶ ହୋଇଛି । ଏହା ମଧ୍ୟରେ ରାଜ୍ୟରୁ ପୁଣି ଦୁଇଜଣ…

ଚିନ୍ତା ବଢ଼ାଉଛି କରୋନା ନୂଆ ଭାରିଆଣ୍ଟ: ଦିନକରେ ୬୨୮ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ପୁଣି ମୁଣ୍ଡ ଟେକିଲାଣି କରୋନା । ତେବେ ଏହା ମଧ୍ୟରେ କରୋନାର ନୂଆ ଭାରିଆଣ୍ଟ ଚିନ୍ତା ବଢ଼ାଇବାରେ ଲାଗିଛି । ତେବେ ଆଜି ଦେଶରେ ୪ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଏହା ସହିତ ଦେଶରେ…

ଏବେଠୁ ହୋଇଯାଆନ୍ତୁ Alert! ଶୀତ ସହ ଫେରୁଛି କରୋନା ଲହର: ସଂକ୍ରମଣକୁ ନେଇ ବଢିଲା ଟେନସନ୍

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ଶୀତର ଲହରୀ ଆରମ୍ଭ ହୋଇଯାଇଛି । ବିଭିନ୍ନ ରାଜ୍ୟରେ ତାପମାତ୍ରା ତଳକୁ ଖସିବା ସାଙ୍ଗକୁ ଥଣ୍ଡାର ପରିମାଣ ବୃଦ୍ଧି ପାଇଛି । ତେବେ ଏହି ଶୀତଋତୁ ସହିତ ଦେଶରେ କରୋନା ମଧ୍ୟ ଫେରିଆସିଛି ।…

ପୁଣିଥରେ ଆକ୍ଟିଭ ହେଉଛି କରୋନା ମହାମାରୀ: ଟୀକା ନେବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ

ନୂଆଦିଲ୍ଲୀ: ୨ ବର୍ଷରୁ କରୋନା ମହାମାରୀରୁ ମୁକ୍ତି ପାଇଛନ୍ତି ବିଶ୍ୱବାସୀ । ବର୍ତ୍ତମାନ ଶୀତର ଲହରୀ ଆରମ୍ଭ ହୋଇଥିବା ବେଳେ ପୁଣିଥରେ କୋଭିଡ-୧୯କୁ ନେଇ ଜାରି ହୋଇଛି ଚେତାବନୀ । କରୋନା ଭୂତାଣୁର ସଂକ୍ରମଣ ବଢିବା ସହ…

AIIMS ଓ NIMHANS ରିପୋର୍ଟ: ସିଗାରେଟ ସେବନ କୋଭିଡ୍ ମୃତ୍ୟୁହାର ବଢ଼ାଉଛି, ହୃଦ ଓ ମାନସିକ ସମସ୍ୟା ବୃଦ୍ଧି ପାଉଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କୋଭିଡ-୧୯ ସଂକ୍ରମଣ ପୁଣି ଥରେ ଆତଙ୍କ ଖେଳାଇ ଦେଇଥିବା ବେଳେ ବିଭିନ୍ନ ଦେଶରେ ଏନେଇ ଆଲର୍ଟ ଜାରି କରାଯାଇଛି । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଓଡ଼ିଶାରେ ମଧ୍ୟ ଡାକ୍ତର,…

WHO ମୁଖ୍ୟଙ୍କ ଚେତାବନୀ: ବିଶ୍ୱରୁ କେବେ ବି Covid-19 ସମାପ୍ତ ହେବ ନାହିଁ, ଜାରି ରହିବ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି

ନୂଆଦିଲ୍ଲୀ: ନିକଟରେ ପୁଣି ଥରେ କରୋନା ଭାଇରସର ପ୍ରତ୍ୟାବର୍ତ୍ତନକୁ ନେଇ ସାରା ବିଶ୍ୱରେ ଆତଙ୍କ ଖେଳି ଯାଇଛି । ଦିନକୁ ଦିନ କରୋନାକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ତେବେ ଏହା ମଧ୍ୟରେ ବିଶ୍ୱ…

Covid-19ର ନୂଆ ଭାରିଆଣ୍ଟ BF.7 କବଳରୁ ବର୍ତ୍ତିବେ କିପରି: ଆପଣାନ୍ତୁ ବିଶେଷଜ୍ଞଙ୍କ ସ୍ପେଶାଲ ରୁଲ୍

ନୂଆଦିଲ୍ଲୀ: ଚୀନରେ ତାଣ୍ଡବ ରଚିଥିବା କରୋନାର ନୂଆ ଭାରିଆଣ୍ଟ ବିଏଫ.୭ ବେଳକୁ ବେଳ ବିଶ୍ୱର ବିଭିନ୍ନ ଦେଶକୁ ବ୍ୟାପିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ମଧ୍ୟ ଆଲର୍ଟ ମୋଡ଼କୁ ଆସିବା ସହ ରାଜ୍ୟମାନଙ୍କୁ…

ବିଶ୍ୱରେ ସୃଷ୍ଟିହେଲା ହଲଚଲ: ଚୀନରେ ୨୦ ଦିନରେ ୨୫ କୋଟି କରୋନା ପଜିଟିଭ୍, ଲିକ୍ ହେଲା ଗୁରୁତ୍ୱପୂର୍ଣ୍ଣ ଡାଟା!

ନୂଆଦିଲ୍ଲୀ: ଚୀନରେ କୋଭିଡ ଜିରୋ ପଲିସୀ ପରେ ଦେଶର ଅବସ୍ଥା ଏବେ ଭୟଙ୍କର ଭାବେ ବିଗିଡ଼ି ଯାଇଛି । ଏହି ଦେଶରୁ ଅନେକ ଦେଶକୁ ସଂକ୍ରମଣ ବ୍ୟାପି ଚାଲିଛି । ତେବେ ଏହା ମଧ୍ୟରେ ଚୀନର ଅସଲ ମୁଖା ଖୋଲି ଯାଇଛି । ଦେଶର…

XBB Sub-Variant ପାଇଁ ପୁଣି ଆସିପାରେ କରୋନାର ଏକ ନୂଆ ଲହର: ଚେତାବନୀ ଦେଲା WHO

ନୂଆଦିଲ୍ଲୀ: ଗତ ଦୁଇବର୍ଷରୁ ଅଧିକ ସମୟ ଧରି ସାରା ବିଶ୍ୱକୁ କରୋନା ଭାଇରସ୍ ନିଜ କବଳରେ ରଖିଆସିଛି । ନିକଟରେ ଭାଇରସର ପ୍ରକୋପ ହ୍ରାସ ପାଇଥିବା ବେଳେ ଏବେ ପୁଣି ଥରେ ଉପରମୁହାଁ ହୋଇ ଉଠିଛି । ବିଭିନ୍ନ ଦେଶରେ ନୂଆ ନୂଆ…

ପୁଣି କଡ଼ ଲେଉଟାଇଲା କରୋନା! ଭାରତରୁ ଚିହ୍ନଟ ହେଲା ଦୁଇଟି ନୂଆ ଭାରିଆଣ୍ଟ: କ’ଣ ରହିଛି ଏହାର ଲକ୍ଷଣ

ନୂଆଦିଲ୍ଲୀ: କରୋନା ଭାଇରସ ପୁଣି ଥରେ ସାରା ଦୁନିଆରେ ଆତଙ୍କ ଖେଳାଇଛି । ଭାଇରସ ସମ୍ପୂର୍ଣ୍ଣ ଭାବେ ସମାପ୍ତ ହୋଇଗଲା ବୋଲି କିଛି ଲୋକଙ୍କର ଧାରଣା ରହିଥିଲା । ମାତ୍ର ତାହା ଏବେ ଭୁଲ୍ ସାବ୍ୟସ୍ତ ହୋଇଛି । ତେବେ ନିକଟରେ…