fbpx
Browsing Tag

covishield

କୋଭାକ୍ସିନ ନାଁ କୋଭିସିଲ୍ଡ କେଉଁ ଟିକା ଆମ ପାଇଁ ଲାଭଦାୟକ:ରିପୋର୍ଟରୁ ମିଳିଲା ସୂଚନା

ନୂଆଦିଲ୍ଲୀ: ଏବେ ସବୁଠାରେ କରୋନାର ପ୍ରକୋପ ବଢ଼ିବାରେ ଲାଗିଛି । ଏହା ସହିତ କରୋନା ହେବା ପରଠାରୁ ଶରୀରରେ ଅନେକ ପରିବର୍ତ୍ତନ ତଥା ରୋଗ ପ୍ରତିରୋଧକ ଶକ୍ତି ହେଉ ଅବା ପୁରୁଷ ମାନଙ୍କର ଶରୀରରେ ଅନେକ ପରିବର୍ତ୍ତନ ହେଉଛି।…

ଭ୍ୟାକ୍ସିନ ରପ୍ତାନୀ ଆରମ୍ଭ, ଚାରି ଦେଶକୁ ୧୦-୧୦ ଲକ୍ଷ ଡୋଜ୍ ପଠାଇବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ : ଦେଶରେ କରୋନା ଭ୍ୟାକ୍ସିନ ପର୍ଯ୍ୟାପ୍ତ ମାତ୍ରାରେ ଉତ୍ପାଦନ ଆରମ୍ଭ ହେବା ପରେ କେନ୍ଦ୍ର ସରକାର ଭ୍ୟାକ୍ସିନ ରପ୍ତାନୀ ପୁଣି ଥରେ ଆରମ୍ଭ କରି ଦେଇଛନ୍ତି । କେନ୍ଦ୍ର ସରକାର ସିରମ ଇନଷ୍ଟିଚ୍ୟୁଟକୁ…

୧୫ ଲକ୍ଷ ଅତିରିକ୍ତ ଟିକା ଦାବି କଲା ଓଡ଼ିଶା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ପକ୍ଷରୁ ଅତିରିକ୍ତ ୧୫ ଲକ୍ଷ ଡୋଜ୍ କୋଭିସିଲ୍ଡ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଇଛି । ରାଜ୍ୟରେ ସୋମବାର ୪ ଲକ୍ଷରୁ ଅଧିକ ଟିକାକରଣ ହୋଇଥିବା ବେଳେ ସମୁଦାୟ ଟିକାକରଣ…

ଖୁସି ଖବର: ଡେଲଟା ଭାରିଆଣ୍ଟରୁ ସୁରକ୍ଷା ଦେବ ଏହି ଟିକା

ନୂଆଦିଲ୍ଲୀ: ଡେଲଟା ଭାରିଆଣ୍ଟକୁ ନେଇ ଆସିଛି ନୂଆ ଖବର । ଶନିବାର ଆଇସିଏମଆର ପକ୍ଷରୁ ପ୍ରକାଶ କରାଯାଇଥିବା ତଥ୍ୟ ଅନୁଯାୟୀ କରୋନା ଟିକା ଡେଲଟା ଭାଇରସକୁ ହରାଇବାରେ ସକ୍ଷମ । ଯଦି ଆପଣ ଗୋଟିଏ ଡୋଜର କରୋନା ଟିକା…

୧୬ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ, ଜାଣନ୍ତୁ କାହିଁକି

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ରାଜ୍ୟରେ ଆସନ୍ତା କାଲି ୧୬ଟି ଜିଲ୍ଲାରେ ବନ୍ଦ ରହିବ ଟିକାକରଣ । ବୁଧବାର ୧୧ଜିଲ୍ଲାରେ ଟିକାକରଣ ବନ୍ଦ ରହିଥିବା ବେଳେ ଗୁରୁବାର ଏହା ୧୬ ଜିଲ୍ଲାକୁ ବୃଦ୍ଧି ପାଇଛି । ଗୁରୁବାର ରାଜ୍ୟରେ…

ଏହି ୧୧ ଜିଲ୍ଳାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ରାଜ୍ୟର ୧୧ଟି ଜିଲ୍ଲାରେ ବୁଧବାର ଟିକାକରଣ ବନ୍ଦ ହେବାକୁ ଯାଉଛି । ରାଜ୍ୟ ସରକାରଙ୍କ ନିକଟରେ ଆବଶ୍ୟକ ପରିମାଣରେ ଟିକା ମହଜୁଦ ନଥିବାରୁ ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏହି…

ଭାରତକୁ ଝଟକା: କୋଭିସିଲ୍ଡକୁ ଗ୍ରୀନ୍ ପାସେଜ୍ ଦେଲାନି ଇୟୁ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଟିକାକରଣ କ୍ଷେତ୍ରରେ ଭାରତ ବିଶ୍ୱରେକର୍ଡ କରିଥିବା ବେଳେ ଦୁଇଟି ଭାରତୀୟ ଟିକା ନେଇଥିବା କୋଟି କୋଟି ଭାରତୀୟଙ୍କ ପାଇଁ ନୂଆ ସମସ୍ୟା ଦେଖାଦେଇଛି । ପୂର୍ବରୁ ଭାରତୀୟ ଟିକା କୋଭାକ୍ସିନକୁ…

କୋଭିସିଲ୍ଡ ନେବା ପରେ ୭ ଜଣଙ୍କୁ ଗଲିଆନ୍ ବାର୍ ସିଣ୍ଡ୍ରୋମ୍ : ଜାଣନ୍ତୁ କଣ ଏହି ରୋଗ

ଏର୍ଣ୍ଣାକୁଲମ୍ (ଓଡ଼ିଶା ଭାସ୍କର): କରୋନା ଟିକା କୋଭିସିଲ୍ଡ ନେବା ପରେ କେରଳର ୭ ଜଣଙ୍କ ଠାରେ ସ୍ନାୟବିକ ସମସ୍ୟା ଦେଖା ଦେଇଛି । ଗଲିଆନ୍ ବାର୍ ସିଣ୍ଡ୍ରୋମ୍ (ଜିବିଏସ୍) ନାମକ ଏକ ବିରଳ ରୋଗ ଦ୍ୱାରା ୭ ଜଣ ଆକ୍ରାନ୍ତ…

ଚିନ୍ତା ବଢାଉଛି ଡେଲ୍ଟା ପ୍ଲସ୍: ଆଲ୍ଫା-ବୀଟା-ଗାମା-ଡେଲ୍ଟା ମୁକାବିଲାରେ ସଫଳ କୋଭିସିଲ୍ଡ-କୋଭାକ୍ସିନ୍

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର) : ଭାରତ ନିର୍ମିତ କରୋନା ଟିକା କୋଭିସିଲ୍ଡ ଓ କୋଭାକ୍ସିନ୍ କରୋନା ଭୂତାଣୂର ନୂତନ ଭ୍ୟାରିଆଣ୍ଟ ଆଲ୍ଫା, ବୀଟା, ଗାମା ଓ ଡେଲ୍ଟାର ମୁକାବିଲା କରିବାରେ ସମର୍ଥ ବୋଲି ସରକାରଙ୍କ ପକ୍ଷରୁ…