କାହିଁକି iPhone 17 ପାଇଁ ପାଗଳ ହେଉଛନ୍ତି ଲୋକ, କିପରି ରହିଛି ଏହାର ଫିଚର୍ ଜାଣନ୍ତୁ…
ମୁମ୍ୱାଇ: ଆପଲ୍ ନିକଟରେ ଏହାର ଆଇଫୋନ୍ ୧୭ ସିରିଜ୍ ଲଞ୍ଚ କରିଛି। ହେଲେ ଅନ୍ୟ ଫୋନ୍ ଅପେକ୍ଷା ଆଇଫୋନ୍ ୧୭କୁ ଲୋକ ଅଧିକ ଆଦର କରୁଛନ୍ତି। ଏପରି କି ଫୋନ୍ କିଣିବା ପାଇଁ ଲୋକଙ୍କ ଭିଡ଼ ଜମୁଛି, କିଏ ଆଗ ଫୋନ୍ କିଣିବ…

