ମାର୍ଗଶୀର ମାସରେ କାହିଁକି ଜିରା ସେବନ ନିଷେଦ୍ଧ, କେବଳ ଧାର୍ମିକ କାରଣ ନୁହେଁ ଏହା ପଛରେ ଅଛି ବଡ ବୈଜ୍ଞାନିକ କାରଣ
Cumin In Margashirsha: ମାର୍ଗଶୀର ହେଉଛି ହିନ୍ଦୀ କ୍ୟାଲେଣ୍ଡରର ୯ମ ମାସ, ଯାହାକୁ ସାଧାରଣ ଭାଷାରେ ଆଗାହନ ମାସ ମଧ୍ୟ କୁହାଯାଏ। ଏହା ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରିୟ ମାସ । ଏହି ସମୟରେ ଶ୍ରୀକୃଷ୍ଣଙ୍କ ପୂଜା କରଯିବା…
