ଆଜି ଶନିବାର 3 ରଶିଙ୍କ ଉପରେ ରହିବ ଶନିଦେବଙ୍କ କୃପା, ମିଳିବ ଶୁଭ ଫଳ; ଏହି ରାଶି ରୁହନ୍ତୁ ସତର୍କ
ଓଡ଼ିଶା ଭାସ୍କର: ଆଜି ଶନିବାର, ଆଶ୍ୱିନ ମାସର କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥି। ଚତୁର୍ଦ୍ଦଶୀ ତିଥି ରାତି ୧୨:୧୭ ପର୍ଯ୍ୟନ୍ତ ରହିବ। ଆଜି ଚତୁର୍ଦ୍ଦଶୀ ତିଥିରେ ଶ୍ରାଦ୍ଧ ବ୍ରତ କରାଯିବ। ଆଜି ରାତି ୮:୦୭ ପର୍ଯ୍ୟନ୍ତ…

