ଆପଣଙ୍କର ଗ୍ୟାସ ସମସ୍ୟା ଅଛି କି, ଏହି ଜିନିଷ ବ୍ୟବହାର କଲେ ମିଳିବ ଗଜବ ଫାଇଦା
ଓଡ଼ିଶାଭାସ୍କର: ସକାଳେ ଉଠିବା ମାତ୍ରେ ଆପଣ ମଧ୍ୟ ପେଟରେ ଭାରୀ ଅନୁଭବ କରୁଛନ୍ତି କି? ଯଦି ହଁ, ତେବେ ଏହି ନ୍ୟୁଜ୍ ଆପଣଙ୍କ ପାଇଁ। ଆଜିକାଲି ଗ୍ୟାସ୍ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟା ସାଧାରଣ ହୋଇଗଲାଣି।
ଭୁଲ…

