ଖବର ମାଛ ଧରିବାକୁ ଯିବା ବେଳେ, ମଝି ହ୍ରଦରେ ବୁଡ଼ିଲା ଡଙ୍ଗା, ଜଣେ ନିଖୋଜ Subhasmita Das May 2, 2025 ଶ୍ରୀନଗର: ବଡ଼ ଅଘଟଣ। ମାଛ ଧରିବାକୁ ଯାଇଥିବା ବେଳେ ମଝି ହ୍ରଦରେ ବୁଡ଼ିଗଲା ଡଙ୍ଗା। ସୂଚନାନୂସାରେ, ଡଙ୍ଗାରେ ଥିଲେ ୨ ଜଣ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଉ ଜଣେ ନିଖୋଜ ଅଛନ୍ତି। ଏବେବି…