ପ୍ରୟାସର ୧୨ତମ ଦାଣ୍ଡିଆ ମହୋତ୍ସବ ଉଦ୍ଘାଟିତ, କାର୍ଯ୍ୟକ୍ରମକୁ ଉଦଘାଟନ କଲେ ବିଧାୟକ ଓ କର୍ପୋରେଟର
ଭୁବନେଶ୍ୱର: ଏବେ ଚାଲିଛି ନବରାତ୍ରି। ଧରାକୁ ଓହ୍ଲାଇ ଆସିଛନ୍ତି ମା ଦୁର୍ବତିନାଶିନୀ ଦୁର୍ଗା। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ଆଉ ଏହି ଦୁର୍ଗାପୂଜାର ବିଶେଷତ୍ତ୍ୱେ ହେଉଛି ଦାଣ୍ଡିଆ। ପ୍ରାୟ ଅନେକ…

