ଭାରତ ସୀମାର ଏହି ୫ଟି ସ୍ଥାନରେ ପ୍ରତ୍ୟକ ଦିନ ଜୀବନ ପାଇଁ ସଂଘର୍ଷ କରନ୍ତି ଯବାନ, ଜଣନ୍ତୁ…
Indian Defence: ଭାରତୀୟ ସେନା ସବୁଠାରୁ ଚ୍ୟାଲେଞ୍ଜିଂ ପରିସ୍ଥିତିରେ ମଧ୍ୟ ନିଜର ସାହସ, ଶୃଙ୍ଖଳା ଏବଂ ଅଟଳ ମନୋବଳ ପାଇଁ ସାରା ବିଶ୍ୱରେ ଜଣାଶୁଣା । ବରଫାବୃତ୍ତ ସିଆଚେନ୍ ହେଉ ଅବା ଉତ୍ତପ୍ତ ଥର ମରୁଭୂମି, କିମ୍ବା…
