ଖବର ଭାରତର ଡାଟା ସେଣ୍ଟର ମାର୍କେଟ୍ ଉପରେ ଆମେରିକାର ଆଖି, ରଖିପାରେ ସର୍ତ୍ତାବଳୀ Subhasmita Das May 12, 2025 ନୂଆଦିଲ୍ଲୀ: ଭାରତୀୟ ବଜାରରେ ଆଗ୍ରହୀ ଥିବା ଡାଟା ସେଣ୍ଟର ଅପରେଟରମାନଙ୍କ ପାଇଁ ଅଧିକ ପ୍ରବେଶ ପାଇଁ ଆମେରିକା ଜୋର ଦେଉଛି। ନୂତନ ବଡ଼ ଡାଟା ସେଣ୍ଟର ପାର୍କ ଏବଂ କ୍ଷୁଦ୍ର ନୂତନ ୟୁନିଟ୍ ସ୍ଥାପନ କିମ୍ବା ପୁରୁଣା…