ଦୁଇ ଜାଆଁଳା ଭାଇଙ୍କ ଗୋଟିଏ ପ୍ରେମିକା, ୩ ଜଣ ସେୟାର କରୁଛନ୍ତି ଗୋଟିଏ ବେଡ୍, ପ୍ରେଗ୍ନେଣ୍ଟ ହେଲେ କରିବେ DNA ଟେଷ୍ଟ…
ଓଡିଶାଭାସ୍କର: କେତେବେଳେ ଏପରି ଘଟଣା ସାମ୍ନାକୁ ଆସେ ଯାହା ଲୋକଙ୍କୁ କେବଳ ଚକିତ କରେ ନାହିଁ ବରଂ ଭାବିବାକୁ ମଧ୍ୟ ବାଧ୍ୟ କରିଦିଏ। ଥାଇଲ୍ୟାଣ୍ଡର ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଆଜିକାଲି ଚର୍ଚ୍ଚାର ଶିରୋନାମାରେ…
