କହୁ କହୁ ସବୁ କହିଦେଲେ ସତ, ପ୍ରେମ ସମ୍ପର୍କରେ କାହିଁକି ହେଲା ଫାଟ, ହୁହିଁଙ୍କ ବ୍ରେକଅପ୍କୁ ନେଇ କହିଲେ ଏମିତି ନୀତୁୁ
ମୁମ୍ବାଇ: ଦୀପିକା- ରଣବୀର କପୁରଙ୍କ ପ୍ରେମ କାହାଣୀ ହାଟରେ ପଡ଼ି ଘାଟରେ ଗଡ଼ିଛି। ଦୁହିଁଙ୍କ ବ୍ରେକଅପ୍ର ଖବର ମଧ୍ୟ ସେ ସମୟରେ ଚର୍ଚ୍ଚାରେ ଥିଲା। ରଣବୀର କପୁର ଏବଂ ଦୀପିକା ପାଦୁକୋନ୍ ସେମାନଙ୍କ କ୍ୟାରିଅର ଆରମ୍ଭରେ…

