ଏୟାର ଇଣ୍ଡିଆ ବିମାନରେ ବୋମା ! କ୍ରୁ ମେମ୍ବରଙ୍କୁ ମିଳିଲା ଧମକପୂର୍ଣ୍ଣ ଚିଠି, ଜାଣନ୍ତୁ ପରେ କଣ ହେଲା…
ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଏୟାର ଇଣ୍ଡିଆ ବିମାନଗୁଡ଼ିକ ଅନେକ ସମସ୍ୟାର ସମ୍ମୁଖୀନ ହେଉଛି । ଅନେକ ବିମାନକୁ ବାତିଲ କରାଯାଉଥବା ବେଳେ କିଛି ବିମାନକୁ ମଝି ଆକାଶରୁ ଫେରାଇ ଦିଆଯାଉଛି । ଏବେ ପୁଣି ଏୟାର ଇଣ୍ଡିଆ…
