ଦିଲ୍ଲୀ ଲାଲକିଲ୍ଲା ଆକ୍ରମଣ ପଛରେ ଜୈଶ-ଏ-ମହମ୍ମଦର ହାତ; UN ରିପୋର୍ଟରେ ବଡ଼ ଖୁଲାସା, ପାକିସ୍ତାନର ପର୍ଦ୍ଦାଫାସ
ନୂଆଦିଲ୍ଲୀ: ଲାଲକିଲ୍ଲା ନିକଟରେ ହୋଇଥିବା ଭୟଙ୍କର ବିସ୍ଫୋରଣର ତଦନ୍ତରେ ଏକ ବଡ଼ ଖୁଲାସା ହୋଇଛି। ୩୭ତମ ଜାତିସଂଘ ରିପୋର୍ଟରେ ଦିଲ୍ଲୀ ଲାଲକିଲ୍ଲା ଆକ୍ରମଣରେ ଜୈଶ-ଏ-ମହମ୍ମଦର ହାତ ରହିଥିବା ସାମ୍ନାକୁ ଆସିଛି। ଗତ ବର୍ଷ…
