8th Pay Commission: ଏମାନେ ବି ଅଷ୍ଟମ ବେତନରେ ହେବେ ସାମିଲ! ମୋଦୀଙ୍କ ପାଖରେ ସରକାରୀ କର୍ମଚାରୀଙ୍କ ବଡ଼ ଦାବି
ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍ ଅଷ୍ଟମ ବେତନ କମିଶନ ପାଇଁ Terms of Reference (ToR)କୁ ଅନୁମୋଦନ କରିବା ପରେ, ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ToR ହେଉଛି ଜଷ୍ଟିସ୍ ରଞ୍ଜନା ପ୍ରକାଶ…
