ଭାଙ୍ଗୁଛି ଚୀନ-ପାକିସ୍ତାର ସମ୍ପର୍କ, କୋଟି କୋଟି ଟଙ୍କାର ପ୍ରୋଜେକ୍ଟରୁ ପଛଘୁଞ୍ଚା ଦେଲା ଡ୍ରାଗନ… କ’ଣ କରିବ ପାକିସ୍ତାନ
ନୂଆଦିଲ୍ଲୀ: ଚୀନ୍ ପାକିସ୍ତାନର ସବୁଠାରୁ ଭଲ ବନ୍ଧୁ। କିନ୍ତୁ, ଆଜିକାଲି ଦୁଇ ଦେଶ ମଧ୍ୟରେ ସମ୍ପର୍କ ସ୍ୱାଭାବିକ ମନେ ହେଉନାହିଁ। କାରଣ ପାକିସ୍ତାନ ତାର ପୁରୁଣା ରେଳ ନେଟୱାର୍କର ଉନ୍ନତି ପାଇଁ ଚୀନ୍ ପରିବର୍ତ୍ତେ ଏସୀୟ…

