Ajab gajab : ମାତ୍ର ୧୪ବର୍ଷରେ ହେଲେ ମାଆ, କଣ ଏ ଧୁକୁ ପରମ୍ପରା ଯେଉଁଥିରେ ଦେଖିବାକୁ ମିଳେ Live -Inର ଝଲକ
ଝାଡ଼ଖଣ୍ଡ:ଆଜିକାଲି ଭାରତରେ ଲିଭ୍-ଇନ୍ ସମ୍ପର୍କ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ସାମାଜିକ, ଆଇନଗତ ଏବଂ ପାରିବାରିକ ଦୃଷ୍ଟିକୋଣରୁ ମତ ଭିନ୍ନ। ଯଦିଓ ଏହା ଆଉ ଅପରାଧ ନୁହେଁ, ତଥାପି ସମାଜର ଏକ ବଡ଼ ଅଂଶ ଏହାକୁ ଅନାବଶ୍ୟକ…

