ଲକ୍ଡାଉନରେ କ୍ୟାନସରରେ ହେଲେ ଆକ୍ରାନ୍ତ, ୟୁଏସ ଭିସା ହେଲା ରିଜେକ୍ଟ, ଭଗବାନଙ୍କ ଭଳି ସାହାଯ୍ୟ କରିଥିଲେ ନିର୍ଦ୍ଦେଶକ
ମୁମ୍ବାଇ: ୮୦ ଏବଂ ୯୦ ଦଶକରେ ସୁପରଷ୍ଟାର ସଞ୍ଜୟ ଦତ୍ତ ବଡ଼ ପରଦାରେ ରାଜ କରିଥିଲେ। ୬୬ ବର୍ଷ ବୟସରେ ମଧ୍ୟ ସଞ୍ଜୁ ବାବା ଏବେବି ବଲିଉଡରେ କରୁଛନ୍ତି କମାଲ।
ବଲିଉଡ ସହିତ, ସଂଜୟ ଦତ୍ତ ଏବେ ଦକ୍ଷିଣ ନିର୍ମାତାଙ୍କ ବେଶ…

