ଯାଜପୁର: ଝାଡ଼ା ବାନ୍ତିରେ ୫୦ରୁ ଅଧିକ ଜଣ ଆକ୍ରାନ୍ତ, ହଠାତ ଏପରି ହେବାର କାରଣ ଅସ୍ପଷ୍ଟ
ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗର ସହର ସମେତ ଆଖପାଖ ଅଞ୍ଚଳରେ ଡାଇରିଆ ଯୋଗୁ ପ୍ରାୟ ୫୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। କୋରେଇ ବ୍ଲକ ଖମଣ ପଞ୍ଚାୟତ ସଙ୍ଖଚିଲା, ଭିକିପୁର, ଲକ୍ଷ୍ମୀ ନଗର, ଚୋରଦା, ଗୁରୁସାହି,…
