ଦିନେଶ କାର୍ତ୍ତିକ ହେଲେ ଟିମ୍ ଇଣ୍ଡିଆ କ୍ୟାପ୍ଟେନ୍; ଏହି ଟୁର୍ଣ୍ଣାମେଣ୍ଟରେ ଦେଖାଇବେ ଜଲୱା, IND vs PAK ମ୍ୟାଚକୁ ନେଇ ଉଠିଲା ପ୍ରଶ୍ନ
ନୂଆଦିଲ୍ଲୀ: ଦିନେଶ କାର୍ତ୍ତିକ 2024 IPL ସିଜିନ୍ ପରେ ସମସ୍ତ କ୍ରିକେଟ୍ ଫର୍ମାଟରୁ ଅବସର ନେଇଥିଲେ। ତଥାପି, କିଛି ମାସ ପରେ, ସେ ଅବସର ନେବାର ନିଷ୍ପତ୍ତିକୁ ପ୍ରତ୍ୟାହାର କରି ଦକ୍ଷିଣ ଆଫ୍ରିକାର ଲିଗ୍ SA20 ରେ…

