(VIDEO VIRAL) ରାଷ୍ଟ୍ରପତିଙ୍କ ଗାଡ଼ି ରୋକିଦେଲା ପୋଲିସ, ଟ୍ରମ୍ପଙ୍କ ପାଖକୁ କଲେ ଫୋନ୍, କ’ଣ ହେଲେ କଥା…
ନ୍ୟୁୟର୍କ: ଟ୍ରମ୍ପଙ୍କ ପାଇଁ ରାସ୍ତାରେ ଫସିଲେ ରାଷ୍ଟ୍ରପତି। ଟ୍ରାଫିକରେ ତାଙ୍କୁ ଅନେକ ସମୟ ଅପେକ୍ଷା କରିବାକୁ ପଡ଼ିଥିଲା। ଟ୍ରମ୍ପଙ୍କ କାରକେଡ୍ ପାଇଁ ହଇରାଣ ହେଲେ ଫ୍ରାନ୍ସ ରାଷ୍ଟ୍ରପତି। ଟ୍ରାଫିକ୍ରେ ଫସିଲା…

