Halal Vaccine Concern: ମୁସଲିମ୍ ବହୁଳ ଦେଶରେ ବ୍ୟାପିଲା ଭୟଙ୍କର ମହାମାରୀ, ଧାର୍ମିକ ଭାବନା ମୁକାବିଲାରେ ବାଧକ
ଇଣ୍ଡୋନେସିଆ: ଇଣ୍ଡୋନେସିଆର ମାଦୁରା ଦ୍ୱୀପରେ ଏକ ଗମ୍ଭୀର ମହାମାରୀ ଆତଙ୍କ ସୃଷ୍ଟି କରିଛି । ଗତ ନଅ ମାସ ମଧ୍ୟରେ, 2,600 ରୁ ଅଧିକ ପିଲା ଆକ୍ରାନ୍ତ ହୋଇଛନ୍ତି ଏବଂ 20 ଜଣଙ୍କର ମୃତ୍ୟୁ ହୋଇସାରିଛି। ଏହି ରୋଗକୁ…

