ଖବର ସାରା ଦେଶରେ ବାଜିଲା ଯୁଦ୍ଧ ସାଇରନ୍, ଆରମ୍ଭ ହେଲା ମକ୍ ଡ୍ରିଲ୍ Subhasmita Das May 7, 2025 ଭୁବନେଶ୍ୱର: ବାଜିଲା ଯୁଦ୍ଧ ସାଇରନ୍। ସାରା ଦେଶରେ ବାଜିଲା ଯୁଦ୍ଧ ସାଇରନ୍। ସୁରକ୍ଷିତ ସ୍ଥନକୁ ଚାଲିଯିବାକୁ ଦିଆଗଲା ନିର୍ଦ୍ଦେଶ। ନିଜ ଜୀବନ ବଞ୍ଚାଇବାକୁ ଦିଆଗଲା ନିର୍ଦ୍ଦେଶ। ଯୁଦ୍ଧ ପ୍ରସ୍ତୁତି ପାଇଁ ଆରମ୍ଭ ହେଲା…