GK: ଏହି ଦେଶର ଜାତୀୟ ଖେଳ ହେଉଛି ଜୁଆ, ଯେଉଁଠାରେ ସବୁଠୁ ଅଧିକ ଜୁଆ ଖେଳନ୍ତି ଲୋକେ!
ଓଡିଶାଭାସ୍କର: ଜୁଆ କେବଳ ଏକ ମନୋରଞ୍ଜନ ନୁହେଁ, ଏହା ଅନେକ ଦେଶରେ ଏକ ପ୍ରମୁଖ ସାଂସ୍କୃତିକ ଏବଂ ଆର୍ଥିକ ଶକ୍ତି ପାଲଟିଛି। ଦୀପାବଳି ସମୟରେ, ଭାରତରେ ଲୋକମାନେ ତାସ୍ ଖେଳିବାର ଆନନ୍ଦରେ ଘର ଘର ବୁଲିଥାନ୍ତି।…

