ବ୍ଲାଷ୍ଟ ପୂର୍ବରୁ ଆତଙ୍କୀ ଉମର କରିଥିଲା ଏହି ଭିଡ଼ିଓ, ସାମ୍ନାକୁ ଆସିଲା ଉମରର ଚାଞ୍ଚଲ୍ୟକର ଭିଡିଓ, ବ୍ଲାଷ୍ଟ ସହ ରହିଛି ବଡ଼ ଲିଙ୍କ !
ନୂଆଦିଲ୍ଲୀ: ଦିଲ୍ଲୀ କାର୍ ବୋମା ବିସ୍ଫୋରଣ ମାମଲାରେ ତଦନ୍ତକାରୀ ଏଜେନ୍ସିଗୁଡ଼ିକ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ପାଇଛନ୍ତି। ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଏବଂ ଜମ୍ମୁ କାଶ୍ମୀରର ଜଣେ ଆତଙ୍କବାଦୀ ଡକ୍ଟର ଉମରଙ୍କ ଏକ…
