ସତରେ କ’ଣ ମଦ ପିଇଲେ ଦେହ ଗରମ ହୋଇଯାଏ, ଡାକ୍ତରଙ୍କ ପାଖରୁ ଜାଣନ୍ତୁ ଏହାର ସତ
ଓଡିଶାଭାସ୍କର: ଶୀତଦିନେ ମଦ୍ୟପାନ ଶରୀରକୁ ଗରମ ରଖେ, ବିଶେଷକରି ରମ୍। ଏହା ଥଣ୍ଡାରୁ ରକ୍ଷା କରେ ବୋଲି ଏକ ସାଧାରଣ ବିଶ୍ୱାସ ରହିଛି। କିନ୍ତୁ ଚିକିତ୍ସା ବିଶେଷଜ୍ଞ ଏବଂ ବୈଜ୍ଞାନିକ ଗବେଷଣା ଏହି ଦାବିକୁ ଭୁଲ ପ୍ରମାଣିତ…
