’ସ୍ତ୍ରୀର ହାଡ଼଼ ନ ଭଙ୍ଗିବା ପର୍ଯ୍ୟନ୍ତ ପିଟିବା ହିଂସା ନୁହେଁ’: ପଡ଼ୋଶୀ ଦେଶର ଏହି ଆଇନ ଶୁଣି ଭୟରେ ହେବେ ଥରହର
Law of Violence: ଆଫଗାନିସ୍ତାନରେ ତାଲିବାନ ଘରୋଇ ହିଂସା ସମ୍ପର୍କରେ ଏକ ନୂତନ ଆଇନ ପ୍ରଣୟନ କରିଛି। ରିପୋର୍ଟ ଅନୁଯାୟୀ, ନୂତନ ଆଇନରେ କୁହାଯାଇଛି ଯେ ଘରୋଇ ହିଂସା ମାମଲା କେବଳ ସେତେବେଳେ ଦଣ୍ଡନୀୟ ହେବ ଯଦି ସ୍ତ୍ରୀ…
