ଶୁଭମନ ଗିଲଙ୍କୁ ଜଲଦି ଆଉଟ କରିବାକୁ ଚାହାଁନ୍ତି ଏହି ସାଥି କ୍ରିକେଟର, ଜାଣନ୍ତୁ ପୁରା ଘଟଣା
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଶୁଭମନ ଗିଲ ବର୍ତ୍ତମାନ ଦମଦାର ଫର୍ମରେ ଅଛନ୍ତି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ ୫୮୫ ରନ ସଂଗ୍ରହ କରି ଅନେକ ବଡ଼ ରେକର୍ଡ ଭାଙ୍ଗିଛନ୍ତି। କିନ୍ତୁ…
