H-Filesର ସବୁ ଦାବି ମିଛ, ରାହୁଲ ଗାନ୍ଧୀଙ୍କ ‘ଭୋଟ୍ ଚୋରି’ ନାଟକର ପର୍ଦ୍ଦାଫାସ
ନୂଆଦିଲ୍ଲୀ: ସାମ୍ନାକୁ ଆସିଲା ସତ। ପଦାରେ ପଡିଲା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ମିଛ। ଦୀର୍ଘ ଦିନ ହେବ ବିଜେପି ସରକାର ଉପରେ କଂଗ୍ରେସ ଯୁବରାଜ ଯେଉଁ ଭୋଟ୍ ଚୋରିର ଆରୋପ ଲଗାଇ ଆସୁଥିଲେ ଏବେ ତାର ପର୍ଦ୍ଦାଫାସ…

