(Video) ଭୟଙ୍କର! ଗୟାଜୀରେ ଜଳପ୍ରପାତରେ ହଠାତ୍ ଆସିଲା ବନ୍ୟା, ଗୋଟିଏ ପରେ ଗୋଟିଏ ଝିଅକୁ ଭସାଇନେଲା
ନୂଆଦିଲ୍ଲୀ: ଅଘଟଣ କେତେବେଳେ ଆସିବ ତାହା କାହାକୁ ବି ଜଣାନଥାଏ । ବିହାରର ଗୟାଜୀର ଲାଙ୍ଗୁରାହି ପାହାଡ଼ର ଜଳପ୍ରପାତରେ ହଠାତ୍ ବନ୍ୟା ଆସିଲା। ଏହି ହଠାତ୍ ବନ୍ୟାରେ ସେଠାରେ ଉପସ୍ଥିତ 6 ଜଣ ଝିଅ ଭାସିଗଲେ ।
ଏହି…
