ଚାଞ୍ଚଲ୍ୟକର ଖୁଲାସା ! ସ୍କୁଲ ଉହାଡ଼ରେ ଚାଲୁଥିଲା ଡ୍ରଗ୍ସ ଫ୍ୟାକ୍ଟ୍ରି, ରାତିରେ ବେପାର ଆଉ ଦିନରେ କୋଚିଂ ଦେଉଥିଲା ମାଷ୍ଟରମାଇଣ୍ଡ୍
ହାଇଦ୍ରାବାଦ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ସିକନ୍ଦରାବାଦ ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ମାମଲା ସାମ୍ନାକୁ ଆସିଛି। ଏଠାରେ ପୋଲିସର ଇଗଲ ଟିମ୍ ବୋୟାନପାଲିର ଏକ ସ୍କୁଲରେ ବଡ଼ ପରିମାଣରେ ଡ୍ରଗ୍ସ ତିଆରି କରୁଥିବା…

