କିପରି ତିଆରି ହୁଏ ଡୁପ୍ଲିକେଟ୍ ରାସନ କାର୍ଡ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା, ନିଜେ ମଧ୍ୟ ଅନଲାଇନରେ କରିପାରିବେ ତିଆରି …
ନୂଆଦିଲ୍ଲୀ: ଭାରତରେ ରାସନ କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ। ଏହା କେବଳ ଶସ୍ତା କିମ୍ବା ମାଗଣା ରାସନ ପାଇବା ପାଇଁ ନୁହେଁ, ବରଂ ବିଭିନ୍ନ ସରକାରୀ ଯୋଜନାରୁ ଲାଭ ପାଇବା ପାଇଁ ମଧ୍ୟ ବ୍ୟବହୃତ ହୁଏ ଏବଂ ଏକ ପରିଚୟ…
