ଏପଟେ ଚାଲିଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ସେପଟେ ବୁଲଡୋଜରରେ ଭଙ୍ଗା ଚାଲିଛି ହିନ୍ଦୁ ମନ୍ଦିର
ନୂଆଦିଲ୍ଲୀ: ଗୋଟେପଟେ ଚାଲିଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ପୂରା ଦେଶରେ ଭକ୍ତିମୟ ପରିବେଶ। ହେଲେ ଅନ୍ୟପଟେ ହିନ୍ଦୁମାନଙ୍କ ଭାବାବେଗ ଉପରେ ସିଧା ବୁଲଡୋଜର ଚଢ଼ାଇ ଦିଆଯାଉଛି।
ଅର୍ଥାତ୍ ଏପଟେ ରଥଯାତ୍ରା…
