ଖବର କାହିଁକି ଡିପ୍ରେସନକୁ ଚାଲିଯାଆନ୍ତି ଲୋକେ, କ’ଣ ଏହାର ପ୍ରାଥମିକ ଲକ୍ଷଣ Subhasmita Das Sep 4, 2025 ଓଡିଶାଭାସ୍କର: ଡିପ୍ରେସନ ଏକ ମାନସିକ ସ୍ୱାସ୍ଥ୍ୟ ସମସ୍ୟା, ଯେଉଁଥିରେ ଜଣେ ବ୍ୟକ୍ତି ସବୁବେଳେ ଦୁଃଖ, ଥକ୍କାପଣ ଏବଂ ନକାରାତ୍ମକ ଚିନ୍ତାଧାରା ଭିତରେ ବୁଡ଼ି ରହିଥାଏ। ଏହା କେବଳ ଏକ ଖରାପ ମନୋଭାବ ନୁହେଁ, ବରଂ ଏକ…