(VIDEO)ଭୟଙ୍କର ଭୂମିକମ୍ପରେ ଥରି ଉଠିଲା ଦେଶ; ଭୁଶୁଡ଼ିଲା ବଡ଼ ବଡ଼ ବିଲ୍ଡିଂ, ଭୟରେ ବାହାରକୁ ଦୌଡ଼ିଲେ ଲୋକେ
ସାଉଥ ଆମେରିକା: ବୁଧବାର (ସେପ୍ଟେମ୍ବର 24) ବିଳମ୍ବିତ ରାତିରେ ସାଉଥ ଆମେରିକା ଦେଶ ଭେନେଜୁଏଲାର ଉତ୍ତର-ପଶ୍ଚିମ ରାଜ୍ୟ ଜୁଲିଆରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପ ଯୋଗୁଁ ଲୋକମାନେ ଭୟଭୀତ ହୋଇ…

