Earbuds ରୁ ସାଉଣ୍ଡ କମ୍ ଶୁଭୁଛି କି? ଏହି 5 ସହଜ ଉପାୟରେ ଘରେ ବସି ସଫା କରନ୍ତୁ ଆପଣଙ୍କ ଇୟରଫୋନ
How to clean earphones: ଇୟରଫୋନର ସାଉଣ୍ଡ କ୍ୱାଲିଟି ମଧ୍ୟ ଆଉ ପୂର୍ବ ପରି ନାହିଁ? ଯଦି ଆପଣ ମଧ୍ୟ ଏମିତି ସମସ୍ୟା ଭୋଗୁଛନ୍ତି, ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନୁହେଁ। ଦୈନନ୍ଦିନ ବ୍ୟବହାରରେ ଇୟରବଡ୍ସରେ…
