ସକାଳୁ ଖାଲି ପେଟରେ ଚୋବାନ୍ତୁ ମାତ୍ର ଗୋଟିଏ ପତ୍ର; କୋଲେଷ୍ଟ୍ରୋଲଠୁ ଡାଇବେଟିସ, ସବୁ ରହିବ କଣ୍ଟ୍ରୋଲ୍
ଓଡ଼ିଶା ଭାସ୍କର: ଯେପରି ସକାଳର ପ୍ରଥମ କିରଣ ଆମ ଶରୀରକୁ ଶକ୍ତି ବା ଉର୍ଜ୍ଜାରେ ଭରିଦିଏ, ସେହିପରି କିଛି ପ୍ରାକୃତିକ ଜିନିଷ ଆମ ସ୍ୱାସ୍ଥ୍ୟକୁ ସାରାଜୀବନ ପାଇଁ ସୁରକ୍ଷିତ ରଖିପାରିବ। ଆୟୁର୍ବେଦରେ କୁହାଯାଇଛି ଯେ ଯଦି…

