ବଜେଟ୍ ୨୦୨୬ ପୂର୍ବରୁ, ଜାଣନ୍ତୁ ଯେ ଗତ ବର୍ଷ କେଉଁ କ୍ଷେତ୍ର ଗୁଡ଼ିକ ଉପରେ ହେଇଥିଲା ଟଙ୍କା ବର୍ଷା? ଏଥର କେଉଁ କ୍ଷେତ୍ରକୁ ମିଳିପାରେ ଅଧିକ…
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତାକାଲି, ରବିବାର କେନ୍ଦ୍ର ବଜେଟ୍ ୨୦୨୬ ଉପସ୍ଥାପନ କରିବାକୁ ଯାଉଛନ୍ତି। ଫଳସ୍ୱରୂପ, ସାରା ଦେଶରେ ସରକାରଙ୍କ ଅର୍ଥନୈତିକ ନୀତି ବିଷୟରେ ଆଲୋଚନା ତୀବ୍ର…
