“ପାକିସ୍ତାନର କିଛି କରିପାରିବନି ICC”, ଭାରତ ବିପକ୍ଷରେ ନ ଖେଳିବା ନେଇ ପୂର୍ବତନ ଅଧ୍ୟକ୍ଷଙ୍କ ଆଶ୍ଚର୍ଯ୍ୟକର ବୟାନ
ଓଡିଶାଭାସ୍କର: ପାକିସ୍ତାନ ଟିମ୍ ଇଣ୍ଡିଆ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ମନା କରିଛି, ତଥାପି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏହା ଉପରେ କୌଣସି ଦଣ୍ଡ ଲଗାଇପାରିବ ନାହିଁ।
ଏକଥା ଆମେ କହୁନାହୁଁ, ଏପରି କିଛି…
