ମୁଁ ଜଣେ ଏଲିଏନ୍, ମୋ ପାଖରେ ସରକାରୀ ପ୍ରମାଣ ଅଛି…ସୋସିଆଲ ମିଡିଆରେ ଭାଇରାଲ ଏଲୋନ୍ ମସ୍କଙ୍କ ଏହି ବୟାନ
ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏବଂ ସ୍ପେସ୍ ଏକ୍ସ, ଟେସଲା ଏବଂ ନ୍ୟୁରାଲିଙ୍କ ଭଳି କମ୍ପାନୀର ମାଲିକ ଏଲୋନ୍ ମସ୍କଙ୍କ ଦ୍ୱାରା କରାଯାଇଥିବା ଏକ ମଜା ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ସେ…
