Salary Update: ସରକାରୀ କର୍ମଚାରୀଙ୍କୁ ଆଜି ମିଳିବ ଦରମା, ପୂଜା ପାଇଁ ଆଗୁଆ ଦେବେ ଓଡିଶା ସରକାର
ଭୁବନେଶ୍ବର: ଶାରଦୀୟ ଦୁର୍ଗାପୂଜା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଗୁଆ ମିଳିବ ଦରମା।
ଆଜି ଅର୍ଥାତ୍ ସେପ୍ଟେମ୍ବର ମାସର ଦରମା ୨୬ ତାରିଖରେ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

