ବର୍ଡରରେ ଲାଗିଥିବା କଣ୍ଟା ତାରରେ କାହିଁକି ଝୁଲାଯାଏ ଖାଲି କାଚ ବୋତଲ, କ’ଣ ଏହାର କାରଣ, ୯୯% ଲୋକ ଜାଣିନଥିବେ…
ଓଡିଶାଭାସ୍କର: ଭାରତର ଲମ୍ବା ବର୍ଡର ପ୍ରାୟତଃ ଘନ ଜଙ୍ଗଲ, ପାହାଡ଼ିଆ ଅଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳ ଦେଇ ଯାଇଥାଏ। ଏହି ଅଞ୍ଚଳଗୁଡ଼ିକରେ ସବୁଠି ଉଚ୍ଚ-ପ୍ରଯୁକ୍ତିବିଦ୍ୟା ସେନ୍ସର କିମ୍ବା କ୍ୟାମେରା ଲଗାଇବା ସହଜ ନୁହେଁ।…
