ଅଷ୍ଟ୍ରେଲିଆ ମାଟିରେ ଜିତିଲା ଇଂଲଣ୍ଡ; ହାରିବା ବାଜି ଜିତିଲା, ଖୁସିରେ ନାଚିଲେ ସମସ୍ତ ଖେଳାଳି…
ଓଡିଶା ଭାସ୍କର: ଇଂଲଣ୍ଡ ଜିତିଲା ମ୍ଯାଚ। ଦୀର୍ଘ ବର୍ଷର ଇତିହାସରେ ପଡିଲା ପୂର୍ଣ୍ଣଛେଦ। କାଟିଲା ପୁରୁଣା ଲଜ୍ଜ୍ଯାଜନକ ରେକର୍ଡ। ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ଟେଷ୍ଟରେ ଇଂଲଣ୍ଡ ଅଷ୍ଟ୍ରେଲିଆକୁ ୪ ୱିକେଟରେ ପରାସ୍ତ…

