EPFO ରୁ ଆପଣ କେତେ ପେନସନ ପାଇପାରିବେ? ଜାଣନ୍ତୁ ମାସକୁ ଆପଣଙ୍କୁ କେତେ ମିଳିବ ଟଙ୍କା, ସମ୍ପୂର୍ଣ୍ଣ କ୍ୟାଲକୁଲେସନ
ନୂଆଦିଲ୍ଲୀ: ସାରା ଦେଶରେ ଲକ୍ଷ ଲକ୍ଷ କର୍ମଚାରୀ ପ୍ରତି ମାସରେ EPFO କୁ ସେମାନଙ୍କର ଦରମାର ଏକ ଅଂଶ ପ୍ରଦାନ କରନ୍ତି। ଏହା ଏକ ପ୍ରମୁଖ ଅବସର ଯୋଜନା ଉପକରଣ, ବିଶେଷକରି ଘରୋଇ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ…
