ନିର୍ବାଚନ କମିଶନଙ୍କ ବଡ଼ ଘୋଷଣା; ଏଥର EVMରେ କଳା କି ଧଳା ନୁହେଁ, ରହିବ ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ, ସିରିଏଲ୍ ନମ୍ବର ବି ରହିବ
ନୂଆଦିଲ୍ଲୀ: ନିର୍ବାଚନ କମିଶନ ଏକ ବଡ଼ ଘୋଷଣା । ଇଭିଏମ୍ରେ ଏବେ କଳା କି ଧଳା ନୁହେଁ, ରହିବ ରଙ୍ଗୀନ ଫଟୋ ଏବଂ ସିରିଏଲ୍ ନମ୍ବର ବି ରହିବ। ଏହା ବିହାର ବିଧାନସଭା ନିର୍ବାଚନଠାରୁ ଆରମ୍ଭ ହେବ।
ଭାରତୀୟ ନିର୍ବାଚନ…

