ବାଉଳା ହେଉଛି ପାକିସ୍ତାନ: LIVE ଶୋ’ ରେ ସୂର୍ଯ୍ୟକୁମାରଙ୍କୁ ଗାଳି ଦେଲେ ପୂର୍ବତନ ପାକିସ୍ତାନୀ ଖେଳାଳି, ଦେଖନ୍ତୁ ଭିଡିଓ…
ନୂଆଦିଲ୍ଲୀ: ୧୪ ସେପ୍ଟେମ୍ବରରେ ଭାରତ ଏସିଆ କପ୍ ୨୦୨୫ରେ ଏକପାଖିଆ ଭାବରେ ପାକିସ୍ତାନକୁ ୭ ୱିକେଟ୍ରେ ପରାସ୍ତ କରିଥିଲା। ସେହି ସମୟରେ, ଏହି ମ୍ୟାଚ୍ ପରେ, ଟିମ୍ ଇଣ୍ଡିଆର ଖେଳାଳିମାନେ ପାକିସ୍ତାନୀ ଖେଳାଳିଙ୍କ ସହ…

