ଜାତୀୟ ଆୟଭିତ୍ତିକ ମେଧାବୃତ୍ତି ପରୀକ୍ଷା ପୁଣି ଘୁଞ୍ଚିଲା: ନୂଆ ତାରିଖ ଘୋଷଣା କଲା ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜାତୀୟ ଆୟଭିତ୍ତିକ ମେଧାବୃତ୍ତି ପରୀକ୍ଷା (ଏନଏମଏମଏସ) ୨୦୨୪-୨୫କୁ ନେଇ ଆସିଛି ଏକ ବଡ଼ ଖବର । ପୁଣି ଥରେ ଏନଏମଏମଏସ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ପ୍ରଥମେ ଡିସେମ୍ବର ୧ ତାରିଖରେ…
