ଷ୍ଟଡିରେ ଖୁଲାସା, କମାନ୍ତୁ ଓଜନ… ମହିଳାଙ୍କ ଅତ୍ୟଧିକ ଓଜନ ମଧ୍ୟ ସାଜିପାରେ ବ୍ରେଷ୍ଟ କ୍ୟାନ୍ସରର କାରଣ
ନୂଆଦିଲ୍ଲୀ: ପ୍ରତିବର୍ଷ ଭାରତରେ ପ୍ରାୟ ୧୪ ଲକ୍ଷ ଲୋକ କର୍କଟ ରୋଗରେ ପୀଡିତ ହୁଅନ୍ତି । ଏଥିମଧ୍ୟରୁ, ସ୍ତନ କର୍କଟ ହେଉଛି ମହିଳାଙ୍କ ମଧ୍ୟରେ ସବୁଠାରୁ ସାଧାରଣ କର୍କଟ । ପ୍ରତିବର୍ଷ ପ୍ରାୟ ୧ ଲକ୍ଷ ମହିଳା ସ୍ତନ କର୍କଟ…
